୯୩ ତମ ଜନ୍ମଦିନ ଅବସରରେ ୟୁପିରେ ମୁକ୍ତ ହେଲେ ୯୩ ବନ୍ଦୀ

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ୯୩ ବର୍ଷ ପୂରିଛି। ଦେଶବ୍ୟାପୀ ତାଙ୍କ ଜନ୍ମଦିନ ପାଳିତ ହୋଇଯାଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ଲାଗି ଉତ୍ତରପ୍ରଦେଶ ସରକାର ୯୩ ଜଣ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ସୂଚନା ଥାଉ କି, ୧୯୨୪ ଡିସେମ୍ବର ୨୫ରେ ଗ୍ଵାଲିଅରରେ ଜନ୍ମ ହୋଇଥିବା ବାଜପେୟୀଙ୍କ ଜନ୍ମଦିନକୁ ୨୦୧୪ ମସିହାରୁ ‘ଗୁଡ୍‌ ଗଭର୍ଣ୍ଣାନ୍ସ ଡେ’ ବା ସୁପ୍ରଶାସନ ଦିବସ ଭାବେ … Continue reading ୯୩ ତମ ଜନ୍ମଦିନ ଅବସରରେ ୟୁପିରେ ମୁକ୍ତ ହେଲେ ୯୩ ବନ୍ଦୀ